Indian Language Bible Word Collections
Jeremiah 6:5
Jeremiah Chapters
Jeremiah 6 Verses
Books
Old Testament
New Testament
Bible Versions
English
Tamil
Hebrew
Greek
Malayalam
Hindi
Telugu
Kannada
Gujarati
Punjabi
Urdu
Bengali
Oriya
Marathi
Books
Old Testament
New Testament
Jeremiah Chapters
Jeremiah 6 Verses
1
|
ହେ ବିନ୍ଯାମୀନ ସନ୍ତାନଗଣ, ତୁମ୍ଭମାନେେ ରକ୍ଷା ପାଇବା ପାଇଁ ୟିରୁଶାଲମରୁ ପଳାଯନ କର। ତିକୋଯ ନଗର ରେ ତୂରୀ ବଜାଅ ଓ ବୈଥହକରମେ ରେ ଧ୍ବଜା ଟକେ। କାରଣ ଉତ୍ତର ଦିଗରୁ ଅମଙ୍ଗଳ ଓ ମହାବିନାଶ ଆସୁଅଛି। |
2
|
ହେ ସୁନ୍ଦରୀ ଓ ସୁକୁମାରୀ ସିୟୋନ କନ୍ଯା, ଆମ୍ଭେ ତୁମ୍ଭକୁ ଧ୍ବଂସ କରିବା। |
3
|
ମଷେପାଳକମାନେ ଆପଣା ଆପଣା ପଲ ସଙ୍ଗ ରେ ନଇେ ତାହା ପାଖକୁ ଆସିବେ, ସମାନେେ ତାହା ବିରୁଦ୍ଧ ରେ ଚତୁର୍ଦ୍ଦିଗ ରେ ନିଜ ନିଜ ତମ୍ବୁ ସ୍ଥାପନ କରିବେ। ପ୍ରେତ୍ୟକକ ନିଜ ନିଜ ସ୍ଥାନ ରେ ପଲ ଚରାଇବେ। |
4
|
"ତୁମ୍ଭମାନେେ ୟିରୁଶାଲମ ବିରୁଦ୍ଧ ରେ ୟୁଦ୍ଧ ପାଇଁ ପ୍ରସ୍ତୁତ ହୁଅ। ଉଠ, ଆମ୍ଭମାନେେ ମଧ୍ଯାହ୍ନ ରେ ଆକ୍ରମଣ କରିବା। ହାୟ, କାରଣ ଦିନର ଅବସାନ ହେଉଅଛି। ସନ୍ଧ୍ଯାକାଳର ଛାଯା ଦୀର୍ଘ ହେଉଅଛି। |
5
|
ତେଣୁ ଉଠ, ଆସ ଆମ୍ଭମାନେେ ରାତ୍ରି ରେ ଆକ୍ରମଣ କରିବା ଓ ରାଜପ୍ରାସାଦଗୁଡ଼ିକୁ ଧ୍ବଂସ କରିବା।" |
6
|
କାରଣ ସୈନ୍ଯାଧିପତି ସଦାପ୍ରଭୁ ଏହା କହନ୍ତି, "ବୃକ୍ଷସବୁ କାଟ ଏବଂ ରାସ୍ତାରୋଧକ କାଠଗଣ୍ଡି ୟିରୁଶାଲମ ବିରୁଦ୍ଧ ରେ ନିର୍ମାଣ କର। ସହେି ନଗର ପ୍ରତିଫଳ ପାଇବାର ଯୋଗ୍ଯ। ତାହାର ଭିତର ସୂର୍ଣ୍ଣ ଉପଦ୍ରବମଯ। |
7
|
ଯେପରି କୂପ ତା'ର ଜଳକୁ ସତଜେ ରେଖ, ସହେିପରି ୟିରୁଶାଲମ ତା'ର ଦୁଷ୍ଟତା ସତଜେ ରେଖ। ତାହାରି ମଧିଅରେ ଦୌରାତ୍ମ୍ଯ ଓ ଅପହରଣ ଶୁଣାୟାଏ। ପୁଣି ପୀଡ଼ା ଓ କ୍ଷତ ନିରନ୍ତର ଆମ୍ଭ ସାକ୍ଷାତ ରେ ଥାଏ। |
8
|
ହେ ୟିରୁଶାଲମ, ଆମ୍ଭର ଶିକ୍ଷା ଗ୍ରହଣ କର। ତୁମ୍ଭେ ଯଦି ଆମ୍ଭ କଥା ନ ଶୁଣ, ତବେେ ଆମ୍ଭେ ବିରକ୍ତି ରେ ତୁମ୍ଭ ପାଖରୁ ଦୂ ରଇେ ୟିବା। ଆମ୍ଭେ ତୁମ୍ଭର ଦେଶକୁ ଏକ ମରୁଭୂମି ଓ ଜନଶୂନ୍ଯ ରେ ପରିଣତ କରିବା।" |
9
|
ସୈନ୍ଯାଧିପତି ସଦାପ୍ରଭୁ ଏହା କହନ୍ତି, "ଦ୍ରାକ୍ଷା ସଂଗ୍ରହ କଲାପରି ଇଶ୍ରାୟେଲର ଅବଶିଷ୍ଟ ଲୋକମାନଙ୍କୁ ସୂର୍ଣ୍ଣ ଭାବରେ ଏକତ୍ରୀତ କର : ଏହାର ଶାଖା ରେ ହାତ ବୁଲାଅ।" |
10
|
ମୁଁ କାହାକୁ କହିବି ? କାହାକୁ ମୁଁ ସତର୍କ କରିବି ? କିଏ ବା ମାେ କଥା ଶୁଣିବ ? ଇଶ୍ରାୟେଲର ଲୋକମାନେ ସମାନଙ୍କେର କର୍ଣ୍ଣ ବନ୍ଦ କରିଛନ୍ତି, ତେଣୁ ସମାନେେ ମାେ କଥା ଶୁଣି ପାରନ୍ତି ନାହିଁ। ସମାନେେ ସଦାପ୍ରଭୁଙ୍କ ବାକ୍ଯ ଶୁଣିବାକୁ ଆଗ୍ରହ କରନ୍ତି ନାହିଁ। ତାଙ୍କର ବାର୍ତ୍ତା ଶୁଣିବାକୁ ଇଚ୍ଛା କରନ୍ତି ନାହିଁ। |
11
|
ଏଣୁ ମୁଁ ସଦାପ୍ରଭୁଙ୍କ କୋରଧ ରେ ପରିପୂର୍ଣ୍ଣ ହାଇେଅଛି ଓ ମୁଁ ତାହା ଧରି ରଖିବା ରେ କ୍ଲାନ୍ତ ହାଇେଅଛି। "ସଦାପ୍ରଭୁଙ୍କ କୋର୍ଧକୁ ରାସ୍ତା ରେ କ୍ରୀଡ଼ାରତ ପିଲାମାନଙ୍କ ଉପ ରେ ଢ଼ାଳି ପକାଅ ଓ ସଭା ରେ ଏକତ୍ରୀତ ହାଇେଥିବା ୟୁବକମାନଙ୍କ ଉପ ରେ ଢ଼ାଳିଦିଅ, କାରଣ ସ୍ବାମୀ, ସ୍ତ୍ରୀ, ବୃଦ୍ଧ ଓ ବଯସ୍କ ସମସ୍ତେ ଧରାଯିବେ। |
12
|
ଆଉ ସମାନଙ୍କେ ଗୃହ, ସମାନଙ୍କେର କ୍ଷେତ୍ର ଓ ସମାନଙ୍କେର ସ୍ତ୍ରୀ ଅନ୍ୟମାନଙ୍କୁ ଦିଆୟିବ। କାରଣ ସଦାପ୍ରଭୁ କହନ୍ତି ଆମ୍ଭେ ଯିହୁଦାର ଲୋକମାନଙ୍କୁ ଶାସ୍ତି ଦବୋ ପାଇଁ ଆମ୍ଭର ହସ୍ତ ସମାନଙ୍କେ ଉପ ରେ ବିସ୍ତାର କରିବା।" |
13
|
"ଇଶ୍ରାୟେଲର େଛାଟରୁ ବଡ଼ ପର୍ୟ୍ଯନ୍ତ ସମସ୍ତ ଲୋକ ଲୋଭାସକ୍ତ। ଆଉ ଭବିଷ୍ଯଦବକ୍ତାଠାରୁ ଯାଜକ ପର୍ୟ୍ଯନ୍ତ ପ୍ରେତ୍ୟକକ ମିଥ୍ଯାଚାରୀ। |
14
|
ଯଦିଓ ଆମ୍ଭର ଲୋକମାନେ ଗମ୍ଭୀର ଭାବରେ ଆଘାତପ୍ରାପ୍ତ ହାଇେ ଅଛନ୍ତି, ସମାନେେ ଏହା କହି ସମାନଙ୍କେୁ ଆରୋଗ୍ୟ କରିବା ପାଇଁ ଚେଷ୍ଟା କରନ୍ତି। ଏଠା ରେ 'ଶାନ୍ତି' ଅଛି, ଯେତବେେଳେ ସଠାେ ରେ ଆଦୌ ଶାନ୍ତି ନାହିଁ। |
15
|
ଯାଜକ ଓ ଭବିଷ୍ଯଦବକ୍ତାମାନେ ଘୃଣ୍ଯକର୍ମ କଲେ ମଧ୍ଯ ଲଜ୍ଜିତ ନୁହଁନ୍ତି। ସମାନେେ ସମାନଙ୍କେର ଦୁଷ୍କର୍ମ ପାଇଁ ମୁଖ ବିବର୍ଣ୍ଣ କଲେ ନାହିଁ। ତେଣୁ ସଦାପ୍ରଭୁ କହନ୍ତି, " ସମାନେେ ପତିତମାନଙ୍କ ମଧିଅରେ ପତିତ ହବେେ ଓ ଆମ୍ଭେ ସେସାନଙ୍କୁ ପ୍ରତିଫଳ ଦବୋ ବେଳେ ସମାନେେ ନିପାତିତ ହବେେ। |
16
|
ପୁଣି ସଦାପ୍ରଭୁ କହନ୍ତି, "ତୁମ୍ଭମାନେେ ଛକସ୍ଥାନ ରେ ଛିଡ଼ା ହାଇେ ଦେଖ, ଆଉ ପୁରାତନ ପଥ ବିଷଯ ରେ ପ୍ରଚାର କରି କୁହ, ଉତ୍ତମ ପଥ କାହିଁ ? ଆଉ ସହେି ପଥରେ ଗମନ କର, ତାହା ହେଲେ ତୁମ୍ଭମାନେେ ନିଜ ନିଜ ପ୍ରାଣ ରେ ବିଶ୍ରାମ ପାଇବ। ମାତ୍ର ସମାନେେ କହିଲେ, 'ଆମ୍ଭମାନେେ ସେ ପଥରେ ଗମନ କରିବୁ ନାହିଁ।' |
17
|
ଆମ୍ଭେ ତୁମ୍ଭମାନଙ୍କ ଉଦ୍ଦେଶ୍ଯ ରେ ପ୍ରହରୀ ନିରୁକ୍ତ କରି କହିଲୁ, 'ତୁରୀର ଶବ୍ଦ ଶୁଣ।' ମାତ୍ର ସମାନେେ କହିଲେ, 'ଆମ୍ଭମାନେେ ଶୁଣିବୁ ନାହିଁ।' |
18
|
ତେଣୁ ହେ ନାନାଦେଶୀଯମାନେ, ତୁମ୍ଭମାନେେ ଶୁଣ, ଆଉ ହେ ମଣ୍ଡଳୀ, ସମାନଙ୍କେର କ'ଣ ହବୋକୁ ଯାଉଛି, ହୃଦଯଙ୍ଗମ କର। |
19
|
ହେ ପୃଥିବୀବାସୀ ଶୁଣ, ଆଉ ଦେଖ, ଆମ୍ଭେ ଏହି ଲୋକମାନଙ୍କ ଉପ ରେ ଅମଙ୍ଗଳ ଆଣିବା। କାରଣ ସମାନେେ ଆମ୍ଭ ବାକ୍ଯ ରେ ଅବଧାନ କରିନାହାନ୍ତି ଓ ଆମ୍ଭର ବ୍ଯବସ୍ଥାକୁ ଅମାନ୍ଯ କରିଅଛନ୍ତି।" |
20
|
ପୁଣି ସଦାପ୍ରଭୁ କହନ୍ତି, "ଶିବା ଦେଶରୁ ଧୂପ ଓ ଦୂର ଦେଶରୁ ସୁଗନ୍ଧି ବତେ ଆଣିବାର ଫଳ କଅଣ ? ତୁମ୍ଭମାନଙ୍କର ହାମବେଳି ସବୁ ଗ୍ରହଣୀଯ ନୁହେଁ କିଅବା ତୁମ୍ଭମାନଙ୍କର ବଳିଦାନସବୁ ଆମ୍ଭର ତୁଷ୍ଟିଜନକ ନୁହେଁ।" |
21
|
ତେଣୁ ସଦାପ୍ରଭୁ କହନ୍ତି, " ଦେଖ, ଆମ୍ଭେ ଏହି ଲୋକମାନଙ୍କ ଆଗ ରେ ନାନା ବିଘ୍ନ ରଖିବା। ଯାହା ଫଳ ରେ ପିତୃଗଣ ଓ ପୁତ୍ରଗଣ ଏକ ସଙ୍ଗ ରେ ଝୁଣ୍ଟି ପଡ଼ିବେ ଓ ପ୍ରତିବେଶୀ ଓ ତାଙ୍କର ମିତ୍ର ବିନଷ୍ଟ ହବେେ।" |
22
|
ଆଉ ମଧ୍ଯ ସଦାପ୍ରଭୁ ଏହିକଥା କହନ୍ତି, " ଦେଖ ଉତ୍ତର ଦିଗରୁ ଏକ ସୈନ୍ଯବାହିନୀ ଆସୁଛନ୍ତି ଓ ପୃଥିବୀର ପ୍ରାନ୍ତ ଭାଗରୁ ଏକ ମହା ଗୋଷ୍ଠୀ ଉତ୍ତଜେିତ ହବେେ। |
23
|
ସମାନେେ ଧନୁ ଓ ବର୍ଚ୍ଛା ଧରନ୍ତି, ସମାନେେ ନିଷ୍ଠୁର ଓ ନିର୍ଦ୍ଦଯ। ସମାନେେ ସମୁଦ୍ର ପରି ଗର୍ଜନ କରନ୍ତି। ଆଉ ସମାନେେ ଅଶ୍ବାରୋହଣ କରନ୍ତି। ଆଗୋ ସିୟୋନର କନ୍ଯା, ତୁମ୍ଭ ବିରୁଦ୍ଧ ରେ ୟୁଦ୍ଧ କରିବା ପାଇଁ ସମାନଙ୍କେର ପ୍ରେତ୍ୟକକ ଯୋଦ୍ଧା ପ୍ରସ୍ତୁତ ହେଉଅଛନ୍ତି।" |
24
|
ଆମ୍ଭମାନେେ ସହେି ସୈନ୍ଯବାହିନୀ ବିଷଯ ରେ ଏକ ଜନରବ ଶୁଣିଅଛୁ। ଆମ୍ଭମାନଙ୍କର ହସ୍ତ ଦୁର୍ବଳ ହୁଏ, ୟନ୍ତ୍ରଣା ଓ ପ୍ରସବକାରିଣୀ ସ୍ତ୍ରୀର ବଦନୋ ତୁଲ୍ଯ ବଦନୋ ଆମ୍ଭମାନଙ୍କୁ ଆକ୍ରାନ୍ତ କରେ। |
25
|
ଘରୁ ବାହାରି କ୍ଷେତ୍ରକୁ ୟାଅ ନାହିଁ କିଅବା ରାସ୍ତା ରେ ଗମନ କର ନାହିଁ। କାରଣ ଚାରିଆଡ଼େ ଶତ୍ରୁର ଖଡ୍ଗ ଓ ଆଶଙ୍କା ରହିଛି। |
26
|
ହେ ମାରେ ଲୋକମାନେ, ତୁମ୍ଭମାନେେ ଚଟବସ୍ତ୍ର ପରିଧାନ କର, ଭସ୍ମ ରେ ଗଡ଼, ଏକମାତ୍ର ପୁତ୍ରର ମୃତ୍ଯୁ ରେ ଶୋକ କଲାପରି ଶୋକ କର। ଅତିଶଯ ବିଳାପ କର। କାରଣ ଆମ୍ଭମାନଙ୍କୁ ବିନାଶକାରୀ ଅକସ୍ମାତ ଆକ୍ରମଣ କରିବ। |
27
|
" ହେ ଯିରିମିୟ, ଆମ୍ଭେ ତୁମ୍ଭକୁ ଜଣେ ପରୀକ୍ଷକ ଓ ନିର୍ମଳ ରୂପେ ନିୟୁକ୍ତ କରିଅଛୁ, ତୁମ୍ଭେ ଯେପରି ମାେ ଲୋକମାନଙ୍କୁ ପରୀକ୍ଷା କରି ସମାନଙ୍କେର ପଥ ଜ୍ଞାତ ହାଇପୋରିବ। |
28
|
ସମାନେେ ଅତ୍ଯନ୍ତ ଅବାଧ୍ଯ, ଚାରିଆଡ଼େ ସମାନେେ ନିନ୍ଦାଗାନ କରନ୍ତି। ସମାନେେ ପିତ୍ତଳ ଓ ଲୁହାପରି, ସମାନେେ ସମସ୍ତେ ଦୁର୍ନୀତିଗ୍ରସ୍ତ ଭାବରେ କାମ କରନ୍ତି। |
29
|
ସମାନେେ ଭାଟିକୁ ପ୍ରଚଣ୍ଡରୂପେ ଉତ୍ତପ୍ତ କରି ସେଥିରୁ ସୀସା ଖାଦ ବାହାର କରି ଏହାକୁ ବିଶୁଦ୍ଧ କରିବାକୁ ଚେଷ୍ଟା କରୁଛନ୍ତି। ମାତ୍ର ସମାନେେ ବୃଥା ଚେଷ୍ଟା କରୁଛନ୍ତି କାରଣ ଦୁଷ୍ଟମାନେ ଏଠାରୁ ଉତ୍ପାଟିତ ହେଉ ନାହାନ୍ତି। |
30
|
ଲୋକେ ସମାନଙ୍କେୁ 'ପରିତ୍ଯକ୍ତା ରୂପା' ବୋଲି କହିବେ କାରଣ ସଦାପ୍ରଭୁ ସମାନଙ୍କେୁ ପରିତ୍ଯାଗ କରିଅଛନ୍ତି।" |