Indian Language Bible Word Collections
Genesis 46:7
Genesis Chapters
Genesis 46 Verses
Books
Old Testament
New Testament
Bible Versions
English
Tamil
Hebrew
Greek
Malayalam
Hindi
Telugu
Kannada
Gujarati
Punjabi
Urdu
Bengali
Oriya
Marathi
Books
Old Testament
New Testament
Genesis Chapters
Genesis 46 Verses
1
|
ତେଣୁ ଇଶ୍ରାୟେଲ ମିଶରକୁ ୟାତ୍ରା କଲେ। ପ୍ରଥମେ ଇଶ୍ରାୟେଲ ବରେଶବୋକୁ ଗଲେ। ସଠାେରେ ସେ ପରମେଶ୍ବରଙ୍କ ଉପାସନା କଲେ। ତାଙ୍କର ପିତା ଇସ୍ହାକଙ୍କ ପରମେଶ୍ବରଙ୍କୁ। ଏବଂ ସେ ସଠାେରେ ହାମବେଳି ଦେଲେ। |
2
|
ରାତ୍ର ରେ ପରମେଶ୍ବର ଇଶ୍ରାୟେଲକୁ ସ୍ବପ୍ନ ରେ କହିଲେ, "ଯାକୁବ, ଯାକୁବ।" |
3
|
ଏହାପରେ ପରମେଶ୍ବର କହିଲେ, "ଆମ୍ଭେ ପରମେଶ୍ବର ତୁମ୍ଭ ପିତାଙ୍କର ପରମେଶ୍ବର। ମିଶରକୁ ୟିବାକୁ ଭୟ କର ନାହିଁ। ମିଶର ରେ ଆମ୍ଭେ ତୁମ୍ଭର ଏକ ବଡ଼ ବଂଶ କରିବା। |
4
|
ମୁଁ ତୁମ୍ଭ ସହିତ ମିଶରକୁ ୟିବି। ଏବଂ ଆମ୍ଭେ ତୁମ୍ଭକୁ ପୁନ୍ନରାଯ ମିଶରରୁ ଆଣିବା। ତୁମ୍ଭେ ମିଶର ରେ ଦହେତ୍ଯାଗ କରିବ। ତୁମ୍ଭେ ଦହେ ତ୍ଯାଗ କରିବା ସମୟରେ ଯୋଷଫେ ତୁମ୍ଭ ପାଖ ରେ ଥିବ।" |
5
|
ଏହାପରେ ଯାକୁବ ବରେଶବୋ ଛାଡ଼ି ମିଶରକୁ ୟାତ୍ରା କଲେ। ଇଶ୍ରାଯାଲଙ୍କ ପୁତ୍ରମାନେ ତାଙ୍କ ପିତା ଯାକୁବଙ୍କୁ, ତାଙ୍କ ପିଲାମାନଙ୍କୁ ଏବଂ ତାଙ୍କ ସ୍ତ୍ରୀମାନେ ଫାରୋଙ୍କ ଦ୍ବାରା ପ୍ ରରେିତ ଶକଟ ରେ ଆସିଲେ। |
6
|
ସମାନେେ ମଧ୍ଯ ସମାନଙ୍କେର ଥିବା ସମସ୍ତ ପଶୁ ଏବଂ ସମାନେେ ଯାହା ଜିନିଷ କିଣାନ ଦେଶ ରେ ଅର୍ଜନ କରିଥିଲେ ଏବଂ ତାହାସବୁ ମିଶର ଦେଶକୁ ନେଲେ, ଯାକୁବଙ୍କର ସମସ୍ତ ବଂଶଧରଙ୍କର ସହିତ। |
7
|
ତାଙ୍କ ସହିତ ତାଙ୍କର ପୁଅ, ଝିଅ, ନାତି ଓ ନାତୁଣି ସମସ୍ତେ ମିଶରକୁ ଗଲେ। |
8
|
ମିଶର ଦେଶକୁ ଆଗତ ଇଶ୍ରାୟେଲ ବଂଶ ଅର୍ଥାତ ଯାକୁବ ଓ ତାଙ୍କର ସନ୍ତାନମାନଙ୍କର ନାମ। |
9
|
ରୂବନଙ୍କେର ପୁତ୍ରମାନେ ହେଲେ: ହନୋକ୍, ପଲ୍ଲୁ, ହିଷ୍ରୋନ୍ ଓ କର୍ମି। |
10
|
ଶିମିୟୋନର ପୁତ୍ର ୟିମୁଏଲ, ୟାମୀନ୍, ଓହଦ୍, ୟାଖୀନ୍, ସୋହର ଓ ତାହାର କିଣାନୀଯ ସ୍ତ୍ରୀଠାରୁ ଜାତ ପୁତ୍ର ଶୌଲ। |
11
|
ଲବେୀର ପୁତ୍ର ଗେର୍ଶୋନ, କହାତ୍ ଓ ମରାରି। |
12
|
ଯିହୁଦାର ପୁତ୍ର, ଏର, ଓନନ୍, ଶଲୋ, ପରେସ୍ ଓ ସରହେ। କିନ୍ତୁ ଏର, ଓନନ୍ କିଣାନ ଦେଶ ରେ ମରିଥିଲେ, ପରେସର ପୁତ୍ର ହିଷ୍ରୋଣ ଓ ହାମୂଲ ଥିଲେ। |
13
|
ଇଷାଖର ପୁତ୍ର: ତାେଲୟ, ପୂଯ, ୟୋବ ଓ ଶିମ୍ରୋନ୍। |
14
|
ସବଲୂନର ପୁତ୍ର, ସରଦେ, ଏଲୋନ୍ ଓ ୟହଲଲେ। |
15
|
ରୂବନ୍େ, ସିମିଯୋନ, ଲବେୀ, ଯିହୁଦା, ଇଶାଖର ଏବଂ ସବେୂଲୂନ୍ ଯାକୁବ ଓ ଲୟୋର ସନ୍ତାନ ଥିଲେ। ଲୟୋ ସମାନଙ୍କେୁ ପଦ୍ଦନ ଅରାମ ରେ ଜନ୍ମ କରିଥିଲେ। ତାଙ୍କର ମଧ୍ଯ ଏକ କନ୍ଯାଥିଲା। ତା'ର ନାମ ଥିଲା ଦୀଣା। ଏହିପରି ତାଙ୍କର ପରିବାର ତତେିଶ ଜଣ ଥିଲେ। |
16
|
ଗାଦ୍ର ପୁତ୍ରମାନେ ଥିଲେ, ସିଫୋନ୍, ହଗି, ଶୂନୀ ଓ ଇଷବୋନ୍ ଓ ଏହି ଅରୋଜୀ ଅରେଲୀ। |
17
|
ଆଶରରେ ପୁତ୍ରମାନେ ଥିଲେ, ୟିମ୍ନା, ୟିଶ୍ବା, ୟିଶ୍ବି, ବରୀଯ ଓ ସମାନଙ୍କେର ଭଉଣୀ, ସରହେ ଓ ବରଯର ପୁତ୍ର ହବରେ ଓ ମଲ୍କୀଯଲେ ଥିଲେ। |
18
|
ଏମାନେ ସିଳ୍ପାର ପୁତ୍ରଗୁଡ଼ିକ ଥିଲେ। ଲାବନ ତାଙ୍କର କନ୍ଯା ଲୟୋକୁ, ସିଳ୍ପାକୁ ସବେିକା ଭାବରେ ଦେଲେ। ସେଥିପାଇଁ ଯାକୁବଙ୍କର ଷୋହଳଜଣ ବଂଶଧର ସିଳ୍ପାଠାରୁ ଜନ୍ମ ହାଇେଥିଲେ। |
19
|
ଯାକୁବଙ୍କ ସ୍ତ୍ରୀ ରାହେଲର ପୁତ୍ର, ଯୋଷଫେ ଏହଂ ବିନ୍ଯାମୀନ। |
20
|
ମିଶର ରେ ଯୋଷଫଙ୍କେର ଦୁଇ ପୁତ୍ର ଥିଲେ। ମନଃଶି ଓ ଇଫ୍ରଯିମ। ଯୋଷଫଙ୍କେ ସ୍ତ୍ରୀ ଆସନତ, ସମାନଙ୍କେୁ ଜନ୍ମ କରିଥିଲେ। ୟିଏ ଓନ୍ ନଗରସ୍ଥ ପୋଟୀଫର ଯାଜକର କନ୍ଯା ଥିଲେ। |
21
|
ବିନ୍ଯାମୀନର ପୁତ୍ରମାନେ ଥିଲେ ବଲୋ, ବେଖର, ଅସବଲେ, ଗରୋ, ନାମନ, ଏହି, ରୋଶ, ମୁପ୍ପୀମ, ହୁପ୍ପୀମ ଓ ଅର୍ଦ। |
22
|
ଏହି ଚଉଦ ଜଣ ଯାକୁବଙ୍କଠାରୁ ଜାତ ରାହେଲ ସନ୍ତାନ ଥିଲେ। |
23
|
ଦାନ୍ର ପୁତ୍ର ହୁଶୀମ ଥିଲେ। |
24
|
ନପ୍ତାଲିର ପୁତ୍ର ୟହସିଯଲେ, ଗୂନି, ଯେତ୍ସର ଓ ଶିଲମେ ଥିଲେ। |
25
|
ଏମାନେ ବିଲହାର ପୁତ୍ରଗଣ ଥିଲେ। ଲାବନ ବିଲହାକୁ ସବେିକାରୂପେ ତା'ର କନ୍ଯା ରାହେଲକୁ ଦେଲେ। ତେଣୁ ଯାକୁବଙ୍କର ସାତଜଣ ବଂଶଧର ବିଲହାଠାରୁ ଜନ୍ମ ହାଇେଥିଲେ। |
26
|
ଯାକୁବଙ୍କ ବଂଶଧର, ଯେଉଁଲୋକ ତାଙ୍କ ସଙ୍ଗ ରେ ମିଶର ରେ ଉପସ୍ଥିତ ହେଲ। ସମାନେେ 66 ଜଣ ଥିଲେ। (ଯାକୁବଙ୍କ ପୁତ୍ରବଧୁ ବିନା) |
27
|
ଯୋଷଫଙ୍କେର ଦୁଇଟି ପୁତ୍ର ମିଶର ରେ ଜନ୍ମ ଗ୍ରହଣ କରିଥିଲେ। ତେଣୁ ଏହିପରି ଭାବରେ ମାଟେ ସତୁରି ଜଣ ଯାକୁବଙ୍କ ପରିବାର ମିଶର ରେ ବାସ କରୁଥିଲେ। |
28
|
ଯାକୁବ ଯୋଷଫଙ୍କେ ପାଖକୁ ଏହି ଖବର ଦବୋ ପାଇଁ ୟିଦୁହାଙ୍କୁ ଆଗ ରେ ପଠାଇଲେ। ଯିହୁଦା ଯୋଷଫଙ୍କେ ପାଖକୁ ଗଲେ। କାରଣ ସେ ତାଙ୍କୁ ଗୋଶନ ପ୍ରଦେଶକୁ ୟିବାକୁ ବାଟ ଦଖାଇବେେ। |
29
|
ଯୋଷଫେ ଜାଣିଲେ ଯେ ତାଙ୍କର ପିତା ଇଶ୍ରାୟେଲ ଆସୁଛନ୍ତି। ତେଣୁ ଗୋଶନକୁ ୟାଇ ତାଙ୍କର ପିତାଙ୍କୁ ଦଖାେ କରିବା ପାଇଁ ଯୋଷଫେ ତାଙ୍କର ରଥ ସଜାଡ଼ିଲେ। ଯେତବେେଳେ ଯୋଷଫେ ତାଙ୍କର ପିତାଙ୍କୁ ଦେଖିଲେ ସେ ତାହାଙ୍କ ଗଳାଧରି ବହୁ ସମୟ ରୋଦନ କଲେ। |
30
|
ଏହାପରେ ଇଶ୍ରାୟେଲ ଯୋଷଫଙ୍କେୁ କହିଲେ, "ଏବେ ମୁଁ ଶାନ୍ତି ରେ ମରି ପାରିବି। ମୁଁ ତୁମ୍ଭର ଦର୍ଶନ ପାଇଲି ଏବଂ ଜାଣିଲି ଯେ ତୁମ୍ଭେ ଜୀବିତ।" |
31
|
ଯୋଷଫେ ତାଙ୍କର ଭାଇମାନଙ୍କୁ କହିଲେ, ଏବଂ ତାଙ୍କ ପିତାଙ୍କର ପରିବାରବର୍ଗଙ୍କୁ, "ମୁଁ ୟାଇ ଫାରୋଙ୍କୁ କହିବି ଯେ ତୁମ୍ଭମାନେେ ଏଠା ରେ ଅଛ। ମୁଁ ଫାରୋଙ୍କୁ କହିବି, ' ମାରେ ଭାଇମାନେ ଓ ମାରେ ପିତାଙ୍କର ଅନ୍ୟ ପରିବାରବର୍ଗ କିଣାନ ଦେଶ ଛାଡ଼ି ଏବେ ମାେ ପାଖ ରେ ଏହିଠା ରେ ଅଛନ୍ତି। |
32
|
ସମାନେେ ମଷେପାଳକ, ମନୁଷ୍ଯମାନେ ଯେଉଁମାନେ ଜୀବନ୍ତ ପ୍ରାଣୀର ଯତ୍ନ ଦିଅନ୍ତି। ଏଣୁ ସମାନେେ ଆପଣାମାନଙ୍କ ଗୋମଷୋଦି ପଲ ପ୍ରଭୃତି ସର୍ବସ୍ବ ଆଣିଛନ୍ତି।' |
33
|
ତହିଁରେ ଫାରୋ ତୁମ୍ଭମାନଙ୍କୁ ଡ଼କାଇ 'ତୁମ୍ଭର ବ୍ଯବସାଯ ବିଷଯ ରେ ପଚାରିବେ।' |
34
|
ତୁମ୍ଭେ ତାଙ୍କୁ କହିବ. 'ଆମ୍ଭେ ମଷେପାଳକ ଅଟୁ, ଆମ୍ଭ ପରିବାର ସମସ୍ତେ ମଷେପାଳକ ଓ ଆମ୍ଭ ପୂର୍ବରୁ ଯେତବେେଳେ ଆମ୍ଭେ ୟୁବା ଥିଲୁ, ଜୀବନ୍ତ ପ୍ରଣୀମାନଙ୍କର ଯତ୍ନ ନେଉଥିଲୁ।' ଏହାପରେ ଫାରୋ ତୁମ୍ଭମାନଙ୍କୁ ଗୋଶନ ରେ ରହିବାକୁ ଅନୁମତି ଦବେେ। କାରଣ ମିଶରର ଲୋକମାନେ ମଷେପାଳକଙ୍କୁ ସମାନଙ୍କେର ଅଞ୍ଚଳ ପାଖ ରେ ରଖିବାକୁ ପସନ୍ଦ କରନ୍ତି ନାହିଁ।" |