1 |
ORV
:
ତୁମ୍ଭମାନେେ ସଦାପ୍ରଭୁଙ୍କର ପ୍ରଶଂସା କର। ପରମେଶ୍ବରଙ୍କର ପବିତ୍ର ମନ୍ଦିରରେ ତାଙ୍କର ପ୍ରଶଂସା କର !ତାଙ୍କର ଶକ୍ତିରୁ ଉତ୍ପନ୍ନ ଶୂନ୍ଯମଣ୍ଡଳରେ ତାଙ୍କର ପ୍ରଶଂସା କର।
KJV
:
Praise ye the LORD. Praise God in his sanctuary: praise him in the firmament of his power.
YLT
:
Praise ye Jah! Praise ye God in His holy place, Praise Him in the expanse of His strength.
|
---|
2 |
ORV
:
ପରମେଶ୍ବର କରିଥିବା ସମସ୍ତ ମହାନ୍ କାର୍ୟ୍ଯ ନିମନ୍ତେ ତାଙ୍କର ପ୍ରଶଂସା କର। ତାଙ୍କର ମହାନତା ପାଇଁ ତାଙ୍କୁ ପ୍ରଶଂସା କର।
KJV
:
Praise him for his mighty acts: praise him according to his excellent greatness.
YLT
:
Praise Him in His mighty acts, Praise Him according to the abundance of His greatness.
|
---|
3 |
ORV
:
ତୂରୀ ଧ୍ବନିରେ ପରମେଶ୍ବରଙ୍କର ପ୍ରଶଂସା କର। ନବେଲ ଓ ବୀଣା ୟନ୍ତ୍ରରେ ତାଙ୍କର ପ୍ରଶଂସା କର !
KJV
:
Praise him with the sound of the trumpet: praise him with the psaltery and harp.
YLT
:
Praise Him with blowing of trumpet, Praise Him with psaltery and harp.
|
---|
4 |
ORV
:
ଦାରା ବାଦ୍ଯ ଓ ନୃତ୍ଯଦ୍ବାରା ପରମେଶ୍ବର ପ୍ରଶଂସା କର। ତାରୟୁକ୍ତ ୟନ୍ତ୍ର ଓ ବଂଶୀରେ ତାଙ୍କର ପ୍ରଶଂସା କର।
KJV
:
Praise him with the timbrel and dance: praise him with stringed instruments and organs.
YLT
:
Praise Him with timbrel and dance, Praise Him with stringed instruments and organ.
|
---|
5 |
ORV
:
ଉଚ୍ଚ କରତାଳିରେ ପରମେଶ୍ବରଙ୍କର ପ୍ରଶଂସା କର। ଉଚ୍ଚ କରତାଳି ଧ୍ବନିରେ ତାଙ୍କର ପ୍ରଶଂସା କର।
KJV
:
Praise him upon the loud cymbals: praise him upon the high sounding cymbals.
YLT
:
Praise Him with cymbals of sounding, Praise Him with cymbals of shouting.
|
---|
6 |
ORV
:
ନିଶ୍ବାସ ପ୍ରଶ୍ବାସଧାରୀ ପ୍ରେତ୍ୟକକ ପ୍ରାଣୀ ସଦାପ୍ରଭୁଙ୍କର ପ୍ରଶଂସା କର !ତୁମ୍ଭମାନେେ ସଦାପ୍ରଭୁଙ୍କର ପ୍ରଶଂସା କର !
KJV
:
Let every thing that hath breath praise the LORD. Praise ye the LORD.
YLT
:
All that doth breathe doth praise Jah! Praise ye Jah!
|
---|