1 |
ORV
:
ମୁଁ ସାହାୟ୍ଯ ପାଇଁ ପର୍ବତଗଣ ଆଡ଼େ ଚା ହେଁ। କିନ୍ତୁ ପ୍ରକୃତରେ କେଉଁଠାରୁ ମାରେ ସାହାୟ୍ଯ ଆସିବ ?
KJV
:
I will lift up mine eyes unto the hills, from whence cometh my help.
YLT
:
A Song of the Ascents. I lift up mine eyes unto the hills, Whence doth my help come?
|
---|
2 |
ORV
:
ମାରେ ସାହାୟ୍ଯ ସଦାପ୍ରଭୁଙ୍କଠାରୁ ଆସିବ ୟିଏକି ଆକାଶ ଓ ପୃଥିବୀର ସୃଷ୍ଟିକର୍ତ୍ତା।
KJV
:
My help [cometh] from the LORD, which made heaven and earth.
YLT
:
My help [is] from Jehovah, maker of heaven and earth,
|
---|
3 |
ORV
:
ସେ ତୁମ୍ଭର ପାଦକୁ ଟଳମଳ ହବୋକୁ ଦବେେ ନାହିଁ। ତୁମ୍ଭର ରକ୍ଷାକର୍ତ୍ତା କବେେ ହେଲେ ନିଦ୍ରିତ ହବେେ ନାହିଁ।
KJV
:
He will not suffer thy foot to be moved: he that keepeth thee will not slumber.
YLT
:
He suffereth not thy foot to be moved, Thy preserver slumbereth not.
|
---|
4 |
ORV
:
ଇଶ୍ରାୟେଲର ରକ୍ଷାକର୍ତ୍ତା କବେେ ନିଦ୍ରା ଯିବେ ନାହିଁ। କି କବେେ ଶାଇେବେ ନାହିଁ।
KJV
:
Behold, he that keepeth Israel shall neither slumber nor sleep.
YLT
:
Lo, He slumbereth not, nor sleepeth, He who is preserving Israel.
|
---|
5 |
ORV
:
ସଦାପ୍ରଭୁ ତୁମ୍ଭର ରକ୍ଷାକର୍ତ୍ତା। ସଦାପ୍ରଭୁ ତୁମ୍ଭର ଦକ୍ଷିଣ ପାଶର୍ବରେ ତୁମ୍ଭକୁ ଢ଼ାଲ ଘୋଡ଼ାନ୍ତି ଏବଂ ରକ୍ଷା କରନ୍ତି।
KJV
:
The LORD [is] thy keeper: the LORD [is] thy shade upon thy right hand.
YLT
:
Jehovah [is] thy preserver, Jehovah [is] thy shade on thy right hand,
|
---|
6 |
ORV
:
ଦିନରେ ସୂର୍ୟ୍ଯ ତୁମ୍ଭକୁ ଆଘାତ କରିପାରିବେ ନାହିଁ କିମ୍ବା ରାତିରେ ଚନ୍ଦ୍ର ତୁମ୍ଭକୁ ଆଘାତ କରିପାରିବ ନାହିଁ।
KJV
:
The sun shall not smite thee by day, nor the moon by night.
YLT
:
By day the sun doth not smite thee, Nor the moon by night.
|
---|
7 |
ORV
:
ସମସ୍ତ ବିପଦରୁ ସଦାପ୍ରଭୁ ତୁମ୍ଭକୁ ରକ୍ଷା କରିବେ। ସେ ତୁମ୍ଭର ଜୀବନକୁ ରକ୍ଷା କରିବେ।
KJV
:
The LORD shall preserve thee from all evil: he shall preserve thy soul.
YLT
:
Jehovah preserveth thee from all evil, He doth preserve thy soul.
|
---|
8 |
ORV
:
ବର୍ତ୍ତମାନ ଏବଂ ସବୁଦିନ ପାଇଁ ୟିବା ଆସିବା ବେଳେ ସଦାପ୍ରଭୁ ତୁମ୍ଭକୁ ରକ୍ଷା କରିବେ।
KJV
:
The LORD shall preserve thy going out and thy coming in from this time forth, and even for evermore.
YLT
:
Jehovah preserveth thy going out and thy coming in, From henceforth even unto the age!
RV
:
The LORD shall keep thy going out and thy coming in, from this time forth and for evermore.
RSV
:
The LORD will keep your going out and your coming in from this time forth and for evermore.
ASV
:
Jehovah will keep thy going out and thy coming in From this time forth and for evermore. Psalm 122 A Song of Ascents; of David.
|
---|